Tech & Tricks: December 2018

Saturday, December 22, 2018

Dell Inspiron 5480, Inspiron 5580 Launched in India, Starting at Rs. 36,900

!!!!!ATTENTION!!!!!!

HIGHLIGHTS

  • The 14-inch Dell Inspiron 5480 laptop starts at Rs. 36,990
  • The 15-inch Dell Inspiron 5580 will begin from Rs. 37,990
  • They will be available in Platinum Silver, Burgundy, and Ink colours
Dell India on Friday launched two new Inspiron 5000 series laptops with 8th generation Intel chips and Dell Cinema software for an immersive experience. The 14-inch Dell Inspiron 5480 laptop starts at Rs. 36,990 while the 15-inch Dell Inspiron 5580 will begin from Rs. 37,990, the company said in a statement.  They will be available in three colour options, Platinum Silver, Burgundy, and Ink, exclusively from the Dell India website.
"Tech-savvy users who know how to get the maximum from their notebook and are looking for style statements when it comes to personal technology will surely appreciate these machines," said Alen Joe Jose, Director-Product Marketing, Consumer and Small Business, Dell India.
The laptops has Whiskey Lake 8th Generation Intel Core i3, Core i5 & Core i7 processor variants, with up to 32GB of DDR4 memory, full-HD anti-glare IPS display and the Dell Cinema software for personal theatre experience. Intel Optane Memory is also offered.
Weighing 1.48kg (starting), the two variants come with narrow borders that emphasise the screen and help minimise distractions.  A three-sided narrow border is available on the 14-inch and a 2-sided narrow border on the 15-inch variant. For users who collaborate on video, there is a miniaturised, 4-element lens webcam on the 14-inch option that utilises "Temporal Noise Reduction" to increase image quality, even in the low-light conditions, said the company. 

Friday, December 21, 2018

ଆଜି ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରି ସହିଦ ହୋଇଥିବା କୁରୁଣାକର ସିଂହଙ୍କୁ ସହିଦ ମାନ୍ୟତା ଦାବିରେ ଗଣ୍ଡୱାନା ସମାଜ ପକ୍ଷରୁ କରାଯାଉଥିବା କାର୍ଯ୍ୟକ୍ରମରେ ନବୀନ ଯୋଗଦେବେ।
୧୮୬୧ ମସିହାରେ ଇଂରେଜମାନେ କରୁଣାକରଙ୍କୁ ଫାଶୀ ଦେଇଥିଲେ। ପ୍ରତିବର୍ଷ ଏଠାରେ ସହିଦ ଦିବସ ପାଳନ ହେଉଥିବାବେଳେ, କରୁଣାକରଙ୍କୁ ସରକାରୀ ଭାବେ ସହିଦ ମାନ୍ୟତା ଦାବି ହୋଇଆସୁଛି।
ତିନି ଦିନିଆ କାର୍ଯ୍ୟକ୍ରମରେ ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଯୋଗଦେବା ବେଳେ ଅପରାହ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଯୋଗଦେବେ।

ଏହି ଅବସରରେ ନବୀନ ହେଲିପ୍ୟାଡ୍ ପାଖରେ ୪୬୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଜାନୁଆରୀ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ିବ ବିମାନ!

ଝାରସୁଗୁଡ଼ା: ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ସିଡ୍ୟୁଲ୍‌ ବିମାନ ଉଡ଼ାଣ। ଏଥର ଛୋଟ ବିମାନ ନୁହେଁ, ବରଂ ବୋଇଂ ପ୍ରଭୃତି ବିମାନ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବ। ଚଳିତମାସ ଡିସେମ୍ବର ୩୧ ତାରିଖରେ ଟେଣ୍ଡର ଖୋଲା ହେବା ପରେ ଉଡ଼ାଣ ତାରିଖ ସ୍ପଷ୍ଟ ହେବ ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚୌହାନ୍ ସୂଚନା ଦେଇଛନ୍ତି।
ପ୍ରାରମ୍ଭିକ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ, କୋଲକାତା, ରାୟପୁର ଓ ହାଇଦ୍ରାବାଦ ତଥା ଭୁବନେଶ୍ୱର ପାଇଁ ଯାତ୍ରୀଙ୍କ ଆଗ୍ରହ ରହିଛି। ବର୍ତ୍ତମାନ ସୁଦ୍ଧା ତିନୋଟି ବିମାନସେବା ପ୍ରଦାନକାରୀ ସଂସ୍ଥା ସିଡ୍ୟୁଲ୍‌ ତଥା ବୋଇଂ ବିମାନ ଉଡ଼ାଣ ପାଇଁ ଟେଣ୍ଡର ପକାଇଥିବା ସୂଚନା ମିଳିଛି। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀ ପ୍ରଥମ ସପ୍ତାହରୁ ଉଡ଼ାଣ ଆରମ୍ଭ ହେଲେ ଏହା ପୁଣି ପଶ୍ଚିମ ଓଡ଼ିଶା ପାଇଁ ଗୋଟିଏ ବଡ଼ ଗେଟ୍ ୱେ ହୋଇପାରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।

ସେପଟେ ଭୁବନେଶ୍ୱର ବିମାନବନ୍ଦରରେ ଥିବା ଗଭର୍ନମେଣ୍ଟ ଆଭିଏସନ୍‌ ଆଣ୍ଡ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌, ‘ଗତି’ ର ଉଡ଼ାଣ ପାଇଁ ସେଭଳି ସୁବିଧା ମିଳୁନାହିଁ। କାରଣ ଭୁବନେଶ୍ୱର ବିମାନବନ୍ଦରରେ ଟ୍ରେନିଂ ଫ୍ଲାଇଟ୍‌ ଉଡ଼ାଣ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଝାରସୁଗୁଡ଼ାରେ ‘ଗତି’ର ଏକ ସାଟେଲାଇଟ୍ ବେସ୍ କରିବାକୁ ଏୟାରପୋର୍ଟସ୍‌ ଅଥରିଟି ଅଫ୍ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଖୁବ୍ ଶୀଘ୍ର ସେଠାରେ ‘ଗତି’ର ଟ୍ରେନିଂ ଫ୍ଲାଇଟ୍ ଉଡ଼ାଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନବନ୍ଦରକୁ ଉଦ୍‌ଘାଟନ କରିଥିଲେ। ‘ଉଡ଼େ ଦେଶକି ଆମ୍‌ ନାଗରିକ’ (ଉଡ଼ାନ୍) ଯୋଜନାରେ ଏଠାରୁ ବିମାନସେବା ଆରମ୍ଭ କରିଥିଲା ଏୟାର ଓଡ଼ିଶା। କିନ୍ତୁ ଏୟାର ଓଡ଼ିଶା ନିୟମିତ ବିମାନ ନ ଉଡ଼ାଇବା ଯୋଗୁ ପୁଣି ଥରେ ଟେଣ୍ଡର ଆହ୍ୱାନ କରାଯାଇଥିଲା।

Banks closed for 5 days? All about 2-day bank strike & Christmas holidays

There may be a bank holiday for 5 days starting Friday, December 21, 2018.

There may be a bank holiday for 5 days starting Friday, December 21, 2018. The supposed bank holiday for five days could be possible because of multiple bank strikes by PSU bank officers’ unions and the nation-wide bank holiday on account of Christmas and weekend holidays. Separate banking lobbies have called a bank strike on Friday, December 21, 2018 and Wednesday, December 26, 2018. If both the bank strikes happen as planned, then this could be one of the longest interruption in the offline banking facility.

Two-day bank strike: December 21 and 26

According to a PTI report, the All India Bank Officers' Confederation (AIBOC) has called for a bank strike on Friday, December 21, 2018 to protest against the mega PSU bank merger -- Bank of Baroda, Vijaya Bank and Dena Bank -- and to urge for immediate wage revision. The banking services among the public sector banks are likely to take a hit while private sector banks would continue to operate normally as they are not a part of strike.
Bank strike on Wednesday, December 26, 2018 has been called by the United Forum of Bank Unions (UFBU). It has been decided to give the call for strike following the government’s move and the concerned banks going ahead with their decision of the proposed merger, PTI reported citing C H Venkatachalam, General Secretary, All India Bank Employees Association.
According to an IANS report, ATM services might also be affected on December 26 due to bank strike, however, on Friday, December 21, 2018, ATM services are expected to remain normal.
Five-day bank holiday
December 22, 23 and 25, 2018 are declared bank holidays in India. December 22, 2018 (fourth Saturday), December 23, 2018 (Sunday) and December 25, 2018 (Christmas) national holiday. Therefore, on a collective basis, including the two-day bank strike and three-day national bank holiday, a five-day long disruption in the offline banking services may be seen. Please note, there is no bank strike of bank holiday on Monday, December 24, 2018, all the banks are expected to operate normally.

Popular Posts